ଜର୍ମାନ୍‌ ଚାନ୍‌ସେଲର୍‌ ମର୍କେଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

ବର୍ଲିନ୍‌: ଶୁକ୍ରବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜର୍ମାନ୍‌ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ୍‌ଙ୍କ ସହ ତାଙ୍କର ସାକ୍ଷାତ୍‌କାର ଥିଲା ଅତି ଚମତ୍କାର। ଦ୍ୱିପାକ୍ଷିକ ସହଯୋଗ ବିଭିନ୍ନ ଦିଗ ଏବଂ ବିଶ୍ୱ ସମସ୍ୟା ଉପରେ ଉଭୟେ ଆଲୋଚନା କରିଛନ୍ତି। ଇଂଲଣ୍ଡ୍‌ ଗସ୍ତ ପରେ ପରେ ବର୍ଲିନ୍‌ ଠାରେ ସଂକ୍ଷିପ୍ତ ରହଣି ସମୟରେ ମୋଦି ମର୍କେଲ୍‌ଙ୍କୁ ସାକ୍ଷାତ୍‌ କରିଥିଲେ। ଏହା ଥିଲା ମୋଦିଙ୍କ ତ୍ରି-ରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ … Continue reading ଜର୍ମାନ୍‌ ଚାନ୍‌ସେଲର୍‌ ମର୍କେଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା